ଭୁବନେଶ୍ୱର : ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ବଡ ବୟାନ । ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା ଭିତରେ ଦେଲେ ବଡ ବୟାନ । ନୂଆବର୍ଷରେ କାହାକୁ ସଭାପତି ଦାୟିତ୍ୱ ଦିଆଯିବ ନାହିଁ । ଦଳର ସଭାପତି ସ୍ପଷ୍ଟ କରିସାରିଛନ୍ତି ସେ ହିଁ ଦାୟିତ୍ୱରେ ରହିବେ । ଦଳର ସଭାପତି ସୁସ୍ଥ ଓ ସବଳ ଅଛନ୍ତି । କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡି ଭାଗ ହୋଇଯିବ । ଭବିଷ୍ୟତରେ ନବୀନଙ୍କୁ ଛାଡି ବିଜେଡି ରହିପାରିବ ନାହିଁ । ଯାହାଙ୍କୁ ଆଣିବାକୁ ପ୍ରୟାସ ହେଉଛି ତାଙ୍କ ପାଇଁ ଦଳର ବଡ କ୍ଷତି ହୋଇଛି । ଦଳକୁ ସମସ୍ତେ ଆସିପାରିବେ, ଯିଏ ଆସିବ ସେ ପ୍ରଥମେ କାମ କରିବେ । ୩ ରୁ ୪ ଜଣଙ୍କୁ ନେଇ ଦଳ ପରିଚାଳନା ବନ୍ଦ ହେଉ । ଗୋଟିଏ ଟିମ ଭାବେ କାମ କରୁ ଦଳ । ୨୦୨୫ ବିଜେଡି ପାଇଁ ଭଲ ନ ଥିଲା । ନୂଆପଡା ନିର୍ବାଚନ ପରାଜୟକୁ ନେଇ ଆଲୋଚନା ହେବା ଉଚିତ । ପାଣ୍ଡିଆନଙ୍କ ନାଁ ନ ନେଇ କହିଲେ ସେ ଡାଉନ ନୁହେଁ କି ନଟ ଆଉଟ ନୁହେଁ । ସଭାପତି ନିଦେ୍ର୍ଦଶରେ ବୁଲିଲେ , ପରାଜୟ ସ୍ୱୀକାର କରି ସନ୍ନ୍ୟାସ ନେଲେ ।
୨୦୨୪ ନିର୍ବାଚମ ପରାଜୟର କାରଣ କହିଲେ ଭୂପିନ୍ଦର । ପୋଷ୍ଟରରେ ବିଜୁ ବାବୁଙ୍କ ଫଟୋ ରହିଲାନି , ସମ୍ପୁର୍ଣ୍ଣ ଆଉଟ କରିଦେଲେ । ଯଦି ଦଳକୁ ସଙ୍ଗଠିତ କରିବାକୁ ଚାହିଁବେ ନବୀନ ବରିଷ୍ଠଙ୍କୁ ଡାକି ଆଲୋଚନା କରିବେ ।
ନୂଆ ଆସିଲେ ବିଜେଡି ଭାଗ ହୋଇଯିବ ; ଭୂପିନ୍ଦର
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







