ସମ୍ବଲପୁର : ଦାନୀପାଲ୍ଲୀରେ ଶ୍ରମିକଙ୍କୁ ହତ୍ୟା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ୫ ଅଭିଯୁକ୍ତଙ୍କୁ ଗିରଫ କଲା ଅଇଁଠାପାଲି ଥାନା ପୋଲିସ । ବିଡି ଟଣାକୁ କେନ୍ଦ୍ର କରି ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା । ହଠାତ ଉତ୍ତକ୍ଷିପ୍ତ ହୋଇ ହତ୍ୟାକାଣ୍ଡ ଭିଆଇଥିବା କହିଲେ ଉତ୍ତରାଞ୍ଚଳ ଆଇଜି । ତେବେ ମୃତ ଶ୍ରମିକ ପଶ୍ଚିମବଙ୍ଗର ହୋଇଥିବା ସୂଚନା ।
ସୂଚନାଅନୁଯାୟୀ, ବୁଧବାର ରାତି ପ୍ରାୟ ୯ଟା ବେଳେ ଏକ ନିର୍ମାଣାଧୀନ କୋଠାଘରେ କାମ କରୁଥିବା କିଛି ଶ୍ରମିକଙ୍କ ସହ କିଛି ଯୁବକଙ୍କ ମଧ୍ୟରେ ବିବାଦ ହୋଇଥିଲା । ଘଟଣାସ୍ଥଳରେ ପ୍ରାୟ ୮ଜଣ ଶ୍ରମିକ ଉପସ୍ଥିତ ଥିବାବେଳେ ୬ଜଣ ଯୁବକ ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ । ପରେ କୌଣସି କାରଣକୁ ନେଇ ଉଭୟ ପକ୍ଷରେ ଝଗଡା ଆରମ୍ଭ ହୋଇଥିଲା । ଆଧାର କାର୍ଡ ଦେଖାଇବାକୁ କହିବାକୁ ନେଇ ଯୁକ୍ତିତର୍କ ତୀବ୍ର ହେବା ପରେ ଶ୍ରମିକମାନଙ୍କୁ ପ୍ରବଳ ମାଡ ମରାଯାଇଥିଲା ।
ଏହି ଆକ୍ରମଣରେ ପଶ୍ଚିମବଙ୍ଗ ନିବାସୀ ଶେଖ ଜୁଏଲ ରାଣାଙ୍କ ମୃତ୍ୟୁ ହୋଇଥିବାବେଳେ ଅକୁର ରହମାନ ଓ ସୋନୱାର ହୁସେନ ଆହତ ହୋଇଛନ୍ତି ।
ଶ୍ରମିକଙ୍କୁ ହତ୍ୟା ; ୫ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







