The Ultimate Managed Hosting Platform
ADVERTISEMENT

ନିଶା ମହାରଣାଙ୍କ ସହ ଏଏସଆଇଙ୍କୁ ଫଟୋ ଉଠାଇବା ପଡିଲା ମହଙ୍ଗା , ଥାନା ଅଧିକାରଙ୍କୁ ବଦଳି

Facebook
Twitter
LinkedIn

କେନ୍ଦୁଝର : ଭାଇରାଲ ହେଲା ନିଶା ମହାରଣାଙ୍କ ସହ ଏଏସଆଇଙ୍କ ଫଟୋ । ଆଇଟମ୍ ଗର୍ଲ ନିଶା ମହାରଣାଙ୍କ ସହ କେନ୍ଦୁଝର ପାଟଣା ଥାନା ଏଏସଆଇଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ ୮ ତାରିଖରେ ଟେଣ୍ଡରା ଗାଁରେ ଯାତ୍ରା ଚାଲିଥିବାବେଳେ ନିଶା ମହାରଣାଙ୍କୁ ଡାକାଯାଇଥିଲା । ତାଙ୍କ ନୃତ୍ୟ ଦେଖି କିଛି ଦର୍ଶକ ପେଣ୍ଡାଲ ଛାଡି ପଳାଇଥିଲେ । କିନ୍ତୁ ଯାତ୍ରା ସମୟରେ ଏଏସଆଇ ସରୋଜ ସେଠୀଙ୍କ ସହ ନିଶା ମହାରଣାଙ୍କ ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଫଟୋ ଭାଇରାଲ ପରେ ପାଟଣା ଥାନା ଏଏସଆଇଙ୍କର ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login