ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିଲା ସ୍ପାଇଡର ସତି। ତାକୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜିଂ ଥିଲା। ଲୁଟେରା ମୁହଁ ରେ ମାସ୍କ ଓ ହାତରେ ଗ୍ଲୋବସ, ପିନ୍ଧିଥିଲା । ଆମ ପାଖରେ କୌଣସି ପ୍ରମାଣ ନଥିଲା. ଅଭିଯୁକ୍ତ କୁ ଧରିବା ପାଇଁ ପୋଲିସ ଏକାଧିକ ଟିମ ଗଠନ କରି ତଦନ୍ତ କରାଯାଇଥିଲା । ଅଭିଯୁକ୍ତ ପାଖରେ ପହଞ୍ଚିବାକୁ ୪୦୦ ସିସିଟିଭି ଯାଞ୍ଚ କରିଥିଲା ପୋଲିସ। ୧୦ ହଜାର ମୋବାଇଲ ଫୋନ ଏବଂ ୫୦ ହଜାର ଲୋକଙ୍କ ବ୍ୟାକଗ୍ରାଉଣ୍ଡ ଯାଞ୍ଚ ହୋଇଥିଲା। ୫୦ ଜଣଙ୍କୁ ପଚରାଉଚରା କରାଯାଇଥିଲା ବୋଲି ପୋଲିସ କମିଶନର କହିଛନ୍ତି । ରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିଲା ସ୍ପାଇଡର ସତି। ତାକୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜିଂ ଥିଲା। ଲୁଟେରା ମୁହଁ ରେ ମାସ୍କ ଓ ହାତରେ ଗ୍ଲୋବସ, ପିନ୍ଧିଥିଲା । ଆମ ପାଖରେ କୌଣସି ପ୍ରମାଣ ନଥିଲା. ଅଭିଯୁକ୍ତ କୁ ଧରିବା ପାଇଁ ପୋଲିସ ଏକାଧିକ ଟିମ ଗଠନ କରି ତଦନ୍ତ କରାଯାଇଥିଲା । ଅଭିଯୁକ୍ତ ପାଖରେ ପହଞ୍ଚିବାକୁ ୪୦୦ ସିସିଟିଭି ଯାଞ୍ଚ କରିଥିଲା ପୋଲିସ। ୧୦ ହଜାର ମୋବାଇଲ ଫୋନ ଏବଂ ୫୦ ହଜାର ଲୋକଙ୍କ ବ୍ୟାକଗ୍ରାଉଣ୍ଡ ଯାଞ୍ଚ ହୋଇଥିଲା। ୫୦ ଜଣଙ୍କୁ ପଚରାଉଚରା କରାଯାଇଥିଲା ବୋଲି ପୋଲିସ କମିଶନର କହିଛନ୍ତି । ସହଜରେ କାନ୍ଥ ଡେଇଁ ଚୋରି କରିପାରେ ବୋଲି ତାକୁ ସ୍ପାଇଡ଼ର ସତି କହନ୍ତି ଲୋକ। ଅଭିଯୁକ୍ତ ପାଖରୁ ଚୋରି ସୁନା ଗହଣା ଜବତ ହୋଇଛି। ଯେଉଁ ସୁନା ବିକି ଥିଲା, ତାକୁ ବି ଜବତ କରାଯାଇଛି।
ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲା, ମୁଖ୍ୟ ଅଭିଯୁକ୍ତ ସ୍ପାଇଡର ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











