ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ୨୦ରୁ ଉଦ୍ଧ୍ୱର୍ ଘର । ନଗର ଟଙ୍କା ପଇସା, ଧାନଚାଉଳ, ଦରକାରୀ କାଗଜପତ୍ର ସମେତ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଜଳିପୋଡି ଛାରଖାର ହୋଇଯାଇଛି । ନିଆଁ ଲିଭା ବଡ ସାହି ଓ ବେତନଟୀ ଦମକଳଗାଡି ନିୟୋଜିତ ହୋଇଛନ୍ତି ।
Views: 76











