The Ultimate Managed Hosting Platform
ADVERTISEMENT

କେନ୍ଦ୍ରାପଡାରେ ବହୁମତ ପାଇବୁ-ବୈଜୟନ୍ତ

Facebook
Twitter
LinkedIn

ଭୁବନେଶ୍ୱର: କେନ୍ଦ୍ରାପଡାରେ ବିଜେପି ବହୁମତ ପାଇବ କହିଲେ ବୈଜୟନ୍ତ ପଣ୍ଡା । ସାରା ଓଡିଶାରେ ମୋଦି ଲହର ଚାଲିଛି, କେନ୍ଦ୍ରାପଡାରେ ପ୍ରବଳ ଚାଲିଛି । ଦୈନିକ ଶହ ଶହ କର୍ମୀ ଅନ୍ୟ ଦଳରୁ ଆସି ବିଜେପିରେ ମିଶୁଛନ୍ତି ।ଆଜି ରାଜ୍ୟ କାର୍ୟ୍ୟାଳୟରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କଥା କହିଛନ୍ତି।ଆହୁରି କହିଛନ୍ତି, ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବହୁ ଆଗକୁ ବଢ଼ିଛି। ସାରା ବିଶ୍ବରେ ଭାରତ ପ୍ରଶଂସାର ପାତ୍ର ହୋଇପାରିଛି।ପୃଥିବୀ ସାରା ବିଭିନ୍ନ ଦେଶ ଭାରତର ସାହାଯ୍ୟ ଲୋଡୁଛନ୍ତି।ଭାରତ ପ୍ରଗତି ପଥେ, କିନ୍ତୁ ଓଡ଼ିଶା ବେଶ୍ ପଛରେ ପଡ଼ିଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login