ଖୋର୍ଦ୍ଧା: ରାସ୍ତାକଡ ନାଳକୁ ଖସିଲା ମୋ-ବସ । ଦୁର୍ଘଟଣାରେ ୨୦ ଜଣ ଆହତ । ପିତାପଲ୍ଲୀ ଛଳରେ ଭାରସାମ୍ୟ ହରାଇ ମୋ–ବସ ଦୁର୍ଘଟଣାଗ୍ରସ୍ତ । ୨୦ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିଲା ବସ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ୨୦ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ।
Views: 93











