ଭୁବନେଶ୍ୱର : ଗତକାଲି ଗୋଟିଏ ଦିନରେ ଅଂଶୁଘାତରେ ୮ ଜଣ ଆକ୍ରାନ୍ତ । ଅନୁଗୁଳରୁ ସର୍ବାଧିକ ୫ ଜଣ ଅଂଶୁଘାତରେ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୟୂରଭଂଜ , ସୁନ୍ଦରଗଡ ଏବଂ ଭୁବନେଶ୍ୱରରୁ ଜଣେ ଲେଖାଏଁ ଅସୁସ୍ଥ । ଚଳିତବର୍ଷ ଅଂଶୁଘାତରେ ଏଯାବତ ରାଜ୍ୟରେ କାହାରି ମୃତ୍ୟୁ ହୋଇ ନାହିଁ । ଅଂଶୁଘାତ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଲେ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ।
Views: 102











