The Ultimate Managed Hosting Platform
ADVERTISEMENT

ନାବାଳକକୁ ଅପହରଣ କରି ଦୁବୁର୍ତ୍ତ ମାଗିଲେ ୫୦ ଲକ୍ଷ , ଆଉ ଟଙ୍କା ଦେଇ ନ ପାରିବାରୁ ନେଇଗଲେ ଜୀବନ

Facebook
Twitter
LinkedIn

ଝାରସୁଗୁଡା : ଅପହରଣ ପରେ ନାବାଳକକୁ ହତ୍ୟା । ଝାରସୁଗୁଡା ଜିଲ୍ଲା ସରବାହାଲରୁ ଅପହରଣ ହୋଇଥିବା ନାବାଳକର ମୃତଦେହ ମିଳିଛି । ଭେଡେନ୍ ଥାନା ଖୁଣ୍ଟୁଲିପାଲି ବିଦ୍ୟୁତ ଗ୍ରୀଡ଼ ପାଖରୁ ଠାବ ହୋଇଛି ମୃତଦେହ। ଅର୍ଦ୍ଧଦଗ୍ଧ ଭାବେ ନାବାଳର ମୃତଦେହ ମିଳିଛି । ଗତ ୨୭ ତାରିଖରେ ସରବାହାଲ ସ୍ଥିତ କ୍ରିଷ୍ଣା ଆପାର୍ଟମେଣ୍ଟରୁ ୧୫ବର୍ଷର ନାବାଳକଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ । ଅପହରଣ ପରେ ନାବାଳକଙ୍କ ବାପାକୁ ୫୦ଲକ୍ଷ ଟଙ୍କା ମାଗିଥିଲେ । ଏନେଇ ନାବାଳକଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଝାରସୁଗୁଡା ପୋଲିସର ଏକ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଥିଲା । ଆଜି ନାବାଳକର ମୃତଦେହ ମିଳିଛି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଝାରସୁଗୁଡ଼ା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...

ADVERTISEMENT

Login