ଭୁବନେଶ୍ୱର : ନବୀନ ପଟ୍ଟନାୟକ ନୂଆପଡା ଯାଇନଥିଲେ କହିଥାନ୍ତେ ବୁଝାମଣା ହୋଇଛି । ପରାଜୟ ପରେ ଏପରି କହିଲେ ବିଧାୟର ଗଣେଶ୍ୱର ବେହେରା । ନୂଆପଡା ଉପନିର୍ବାଚନ ଫଳାଫଳର ସମୀକ୍ଷା କରିବ ବିଜେଡି । ଯେଉଁମାନେ ନୂଆପଡା ଯାଇଛନ୍ତି ସେମାନେ ଜାଣିଛନ୍ତି ନବୀନଙ୍କ ଲୋକପ୍ରିୟତା । ଆଗାମୀ ସମୟ କହିବ ନବୀନ ବାବୁଙ୍କ ଲୋକପ୍ରିୟତା କେତେ ରହିଛି । ଗୋଟିଏ ବିପ ର୍ଯ୍ୟକୁ ନେଇ ସିଦ୍ଧାନ୍ତରେ ପହଁଚିବା ବୁଦ୍ଧିମତାର କାମ ନୁହେଁ । ଯେ ପ ର୍ଯ୍ୟନ୍ତ ନବୀନଙ୍କ ନେତୃତ୍ୱରେ ବିଜେଡି ପରିଚାଳିତ, ସେ ପ ର୍ଯ୍ୟନ୍ତ ଉଜ୍ୱଳ । ଦଳ ସଭାପତି କଣ ନିଜ ପ୍ରାର୍ଥୀ ପାଇଁ ପ୍ରଚାର କରିବେନି ।
Views: 80











