ଯାଜପୁର : ଧାନ ଟ୍ରାକ୍ଟର ଓଲଟି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ଯାଜପୁର ଜିଲ୍ଲା ବ୍ୟାସନଗରରେ ଘଟିଛି ଏଭଳି ଘଟଣା । ଯାଜପୁର ରୋଡ ଥାନା ଯୋଡାବର ନିକଟରେ ଜଣେ ଚାଳକ ଏକ ଟ୍ରାକ୍ଟର ଧାନ ଅମଳ ମେସିନ ନେଇ ଯାଉଥିବା ବେଳେ ଓଲଟି ପଡିଥିଲା । ଦୁର୍ଘଟଣାରେ ଦୁଇ ଭଉଣୀଙ୍କ ପ୍ରାଣହାନି ଘଟିବା ସହ ଟ୍ରାକ୍ଟର ଡ୍ରାଇଭର ଗୁରୁତର ହୋଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଁଚି ଦୁଇ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
Views: 33