The Ultimate Managed Hosting Platform
ADVERTISEMENT

ଦେଶରୁ ନିଖୋଜ ହେଲେ ପାକ ସେନାର ମୁଖ୍ୟ

Facebook
Twitter
LinkedIn

ନୂଆଦିଲ୍ଲୀ : ପାକିସ୍ତାନର ସେନା ଅଧ୍ୟକ୍ଷ ଜେନେରାଲ ଅସୀମ ମୁନୀର ଦେଶ ଛାଡି ନିଖୋଜ ହୋଇଥିବା ଖବର ବର୍ତ୍ତମାନ ମିଳୁଛି । ପାକିସ୍ତାନର ମୁଖ୍ୟ ସେନା ନିଜ ପରିବାର ସହ ଦେଶ ଛାଡି ପଳାଇଯାଇଥିବାର ସୂଚନା ମିଳୁଛି । ଯାହା ଏବେ Xରେ ଭାଇରଲ ହେବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପହଲଗାମ ଆକ୍ରମଣର ଶୁଣାଣି ସୁପ୍ରିମକୋର୍ଟରେ କରାଯିବ । ଭାରତ ଏବେ ପ୍ରତିଶୋଧ ପାଇଁ ପ୍ରସ୍ତତି ଜୋରଦାରର ସହିତ ଆରମ୍ଭ କରିଛି । ସୂଚନାନୁଯାୟୀ, ଶାହବାଜ ସରିଫଙ୍କୁ ଆଇଏସଆଇ ମୁଖ୍ୟ କଲେ ଏନଏସଏ (NSA) । ଆଇଏସଆଇ ଭାବେ ଜେନେରାଲ ମହମ୍ମଦ ଅସୀମ ମୁନୀରଙ୍କୁ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ତାଙ୍କୁ ନିଯୁକ୍ତି କରାଯାଇଥିଲା । କିନ୍ତୁ ପହଲଗାମ ଆକ୍ରମଣ ପରେ ସେ ତାଙ୍କ ପରିବାର ସହିତ ଘର ଛାଡି ଚାଲିଯାଇଥିବା ଖବରକୁ ନେଇ ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ଧରିଛି । ଏହାରି ଭିତରେ ମୁନୀର ହ୍ୟାସଟ୍ୟାଗ୍ ସହିତ ମିମ୍ସରେ ବନ୍ୟା ଆସିଛି ଲେଖି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login