କେନ୍ଦୁଝର : ନାବାଳିକା ଦୁର୍ଷ୍କମକାରୀକୁ ୨୦ ବର୍ଷ ଜେଲ ଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ଫାଷ୍ଟ ଟ୍ରାକ କୋର୍ଟ । ୨୦୨୨ ତେଲକୋଇ ଅଞ୍ଚଳ ମାମଲାର ଆସିଲା ରାୟ । ଦୋଷୀ ରମା ନାଏକଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ । ୧୦ ହଜାର ଟଙ୍କା ଜୋରିମାନା ନିଦେ୍ର୍ଦଶ । ଜୋରିମାନା ଅନାଦେୟ ହେଲେ ଆଉ ୬ ମାସ ଜେଲ ଦଣ୍ଡ ।
Views: 46