ଅନୁଗୁଳ : ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଧକ୍କା ଦେଲା ବସ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ବସ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏନଏଚ ୫୫ ଜରପଡା ଛକ ନିକଟରେ ହାଇୱାକୁ ଧକ୍କା ଦେଇଥିଲା ବସ । ବସଟି ଛତିଶଗଡ କୋରବାରୁ ପୁରୀ ଆସୁଥିବା ବେଳେ ଦୁର୍ଘଟଣା ହୋଇଥିଲା ।
Views: 90











