ଭୁବନେଶ୍ୱର : ପ୍ରବଳ ଖରାରେ କାମ କରାଇବାକୁ କଡା ଭାବେ ବାରଣ । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କଲେ ସ୍ୱତନ୍ତ୍ର ରିଲିଫ କମିଶନର । ଦିନ ୧୧ଟାରୁ ୩ଟା ଭିତରେ ବାହାରେ କାମ କରାଇବାକୁ ମନା । ନିଦେ୍ର୍ଦଶ ଅବମାନନା ହେଲେ ସମ୍ପୃକ୍ତ ଅଧିକାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ । ବିପ ର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ।
Views: 81











