The Ultimate Managed Hosting Platform
ADVERTISEMENT

ଦମ୍ପତିଙ୍କୁ ଦଳିଦେଲା ଟ୍ୟାଙ୍କର

Facebook
Twitter
LinkedIn

ବଲାଙ୍ଗୀର : ଦମ୍ପତିଙ୍କୁ ଦଳି ଦେଲା ପେଟ୍ରୋଲ ଟ୍ୟାଙ୍କର। ବଲାଙ୍ଗୀର ଭାଗୀରଥୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଟି ଉପରକୁ ଚଢ଼ିଗଲା ଟ୍ୟାଙ୍କର। ଅଣ୍ଟା ଉପରେ ଚଢ଼ିଯିବାରୁ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି। ଏହା ପରେ ଉତ୍ୟକ୍ତ ଲୋକେ ଟ୍ରକ୍ କୁ ଭଙ୍ଗାରୁଜା କରିଛନ୍ତି। ଡ୍ରାଇଭର ଫେରାର ହୋଇ ଯାଇଛି। ଗୁରୁତର ଆହତ ହୋଇଥିବା ଦୁଇ ଜଣ ହେଲେ କଂସାରି ପଡ଼ାର ବିଷ୍ଣୁ ପ୍ରସାଦ ମିଶ୍ର ଓ ସଂଗୀତା କର। ସଂଗୀତା କୃଷି ଅଫିସରେ କାମ କରନ୍ତି। ତାଙ୍କୁ ଅଫିସରେ ଛାଡ଼ିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login