The Ultimate Managed Hosting Platform
ADVERTISEMENT

ଗାଜାରେ ଏୟାରଷ୍ଟ୍ରାଇକ, ୨୨ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ଗାଜାରେ ଏୟାର୍ଷ୍ଟ୍ରାଇକ୍ । ୨୨ ଜଣଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଦୁଃଖର କଥା ହେଉଛି ମୃତକଙ୍କ ମଧ୍ୟରେ ଅନେକ ଶିଶୁ ବି ଅଛନ୍ତି। ତେବେ କେବଳ ଉତ୍ତର ପଶ୍ଚିମ କୂଳରେ ଇସ୍ରାଏଲର ବୋମା ମାଡ଼ରେ ୫ ଜଣ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ଘଟିଛି। ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।ଇସ୍ରାଏଲ୍ ପକ୍ଷରୁ ହୋଇଥିବା ଏହି ଡ୍ରୋନ୍ ଷ୍ଟ୍ରାଇକ୍ ଦକ୍ଷିଣାଞ୍ଚଳ ସହର ଖାନ୍ ୟୁନିସ୍କୁ ଲକ୍ଷ୍ୟ କରାଯାଇ ହୋଇଥିଲା ବୋଲି ସୋସିଆଲ୍ ମିଡିଆ ଉତ୍ସରୁ ଜଣାପଡ଼ିଛି। ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ରିପୋର୍ଟରୁ ଜଣାପଡ଼ିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login