The Ultimate Managed Hosting Platform
ADVERTISEMENT

ତୃତୀୟ ଭାଷା ଭାବରେ ହିନ୍ଦୀ ବାଧ୍ୟତାମୂଳକ

Facebook
Twitter
LinkedIn

ମୁମ୍ବାଇ ; ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷଠାରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିର ଘୋଷଣା କରିଛନ୍ତି। ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ କାର୍ୟ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ଘୋଷଣା କରିଛନ୍ତି। ସରକାର ତାଙ୍କର ଏହି ଘୋଷଣାରେ ମରାଠୀ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା ଭାବରେ ପ୍ରଚଳନ କରିବା ଦିଗରେ ଆଲୋକପାତ କରିଛନ୍ତି। ଏନ୍ପି ୨୦୨୦ ଅନ୍ତର୍ଗତ ନୂତନ ପାଠ୍ୟକ୍ରମେରେ ହିନ୍ଦୀ ଭାଷାକୁ ଗୁରୁତ୍ବ ଦେବାକୁ ଘୋଷଣା କରିଛି। ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରୁ ଆରମ୍ଭ ହେବ ଏବଂ ୨୦୨୮-୨୯ ସୁଦ୍ଧା ଏହା ସମସ୍ତ ଶ୍ରେଣୀକୁ ବିସ୍ତାର କରାଯିବ। ଭାଷା ନୀତିର ଏକ ଅଂଶ ଭାବରେ ପ୍ରାରମ୍ଭିକ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ହିନ୍ଦୀକୁ ଏକ ବାଧ୍ୟତାମୂଳକ ତୃତୀୟ ଭାଷା ଭାବରେ ପ୍ରଚଳନ କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login