The Ultimate Managed Hosting Platform
ADVERTISEMENT

ଟ୍ରକ ଧକ୍କାରେ ମାଆ, ଛୋଟ ଝିଅ ମୃତ

Facebook
Twitter
LinkedIn

ଜଗତସିଂହପୁର : ଟ୍ରକ ଧକାଁରେ ମାଆ, ଛୋଟ ଝିଅ ମୃତ । ବାଲିକୁଦା ଥାନା ଚଷାପଡା ଛକ ନିକଟରେ ଦୁର୍ଘଟଣା । ସ୍କୁଟିରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ । ମାଆ ଓ ଝିଅ ସ୍କୁଟିରେ ଜଗତସିଂହପୁର ମେଡିକାଲ ଆସୁଥିବାବେଳେ ଏକ ଇଟା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login