The Ultimate Managed Hosting Platform
ADVERTISEMENT

ଝିଅକୁ କଚାଡି ମାରିଲା ମଦ୍ୟପ ବାପା

Facebook
Twitter
LinkedIn

କାମାକ୍ଷାନଗର : ୭ ମାସର ଝିଅକୁ କଚାଡି ମାରିଲା ନିଶାସକ୍ତ ବାପା । ପାରିବାରିକ କାରଣରୁ ସ୍ତ୍ରୀ ସହ ବଚସା ପରେ କଚାଡି ମାରିଲା ବାପା । ଝିଅକୁ ହତ୍ୟା ଦେଖି ସ୍ୱାମୀ ପେଟରେ କାଚ ବୋତଲ ଭୁସିଲା ସ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ଉଦାସାହି ଗାଁର ସଞ୍ଜୟ ଚାତାର ଶ୍ବଶୁର ଘର କଣ୍ଟାପାଳରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଗତ କିଛି ମାସ ହେବ କୌଣସି କାମଧନ୍ଦା ନକରି ଘରେ ବସୁଥିଲେ । ଏହାକୁ ନେଇ ଗତକାଲି ଉଭୟ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ଲାଗିଥିଲା । ସ୍ତ୍ରୀ ଉପରେ ରାଗିଯାଇ ମାତାଲ ଅବସ୍ଥାରେ ଶିଶୁକନ୍ୟାକୁ ଗାଁ ଦାଣ୍ଡରେ କଚାଡି ଦେଇଥିଲା ବାପା । ଘଟଣାସ୍ଥଳରେ ହିଁ ଶିଶୁର ମୃତ୍ୟୁ ହୋଇଛି । ସ୍ବାମୀର ନୃଶଂସ କାଣ୍ଡ ଦେଖି ଛୁଆକୁ ବଂଚାଇବାକୁ ଏକ କାଚ ବୋତଲ ଫିଙ୍ଗିଦେଇଥିଲା ମାଆ । ଏଥିରେ ସଞ୍ଜୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ୍ ଓ କଙ୍କଡାହାଡ ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ମୋହନ ସରକାରଙ୍କ ରିପୋର୍ଟ କାର୍ଡ, କହିଲେ ସୁଶାସନ ଦେବା ପ୍ରାଥମିକତା

ଭୁବନେଶ୍ୱର : ଦିନକ ପରେ ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି । ବର୍ଷକର ରିପୋର୍ଟ କାର୍ଡ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ଉପଲବ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ...

ADVERTISEMENT
ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ; ୭ ମହଲାରୁ ଡେଇଁଲେ ବାପା , ୨ ଶିଶୁଙ୍କର ଚାଲିଗଲା ପ୍ରାଣ

ନୂଆଦିଲ୍ଲୀ : ଦିଲ୍ଲୀରେ ୭ ମହଲା କୋଠାରୁ ଡେଇଁ ବାପା ସହ ୨ ଶିଶୁ ମୃତ । ଦିଲ୍ଲୀ ଦ୍ୱାରକା ଅଞ୍ଚଳର ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ଡେଇଁ...

ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୪୦ କରୋନା ପଜିଟିଭ୍‌

ଦେଶରେ ହୁ ହୁଁ ହୋଇ ବଢୁଛି କରୋନା, ଗତ ୨୪ ଘଣ୍ଟାରେ ୩୨୪ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଆକ୍ଟିଭ କେସ୍ ୬୮୧୫ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ...

Login