The Ultimate Managed Hosting Platform
ADVERTISEMENT

ଝାଡାବାନ୍ତି ୫୦ ଆକ୍ରାନ୍ତ

Facebook
Twitter
LinkedIn

ପାଳଲହଡା : ଝାଡାବାନ୍ତିରେ ୫୦ରୁ ଅଧିକ ଆକ୍ରାନ୍ତ । କଣିଆ ବ୍ଲକ ଗହମ ଗାଁରେ ଝାଡାବାନ୍ତି, ୯ ମେଡିକାଲରେ ଭର୍ତ୍ତି । ଦୂଷତ ପାଣି ପିଇ ଝାଡାବାନ୍ତି ବ୍ୟାପିଥିବା ସନେ୍ଦହ । ଗତକାଲି ସନ୍ଧ୍ୟାରେ ସଙ୍କୀର୍ତ୍ତନ ପରେ ଭୋଜି ଖାଇଥିଲେ ଗାଁଲୋକ । ଏହାପରେ ଅଧିକାଂଶ ଗ୍ରାମବାସୀଙ୍କୁ ଝାଡ଼ ବାନ୍ତି ହେବାରୁ ଏକ ଡ଼ାକ୍ତରୀ ଦଳ ଗ୍ରାମକୁ ଯାଇ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ୧୨ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆଜି ସକାଳୁ ଆଉ ଜଣେ ଶିର୍ଶା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । କିଛି ଜଣ ଆଜି ସକାଳୁ ସୁସ୍ଥ ପରେ ଗ୍ରାମକୁ ଫେରି ଯାଇଛନ୍ତି ବୋଲି ଡାକ୍ତର କହିଛନ୍ତି । ଆଜି ପୁଣି ଏକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ସ୍ଵତନ୍ତ୍ର ଟିମ ଗ୍ରାମକୁ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । କେଉଁ କାରଣ ପାଇଁ ଖାଦ୍ୟ ବିଷାକ୍ତ ହେଲା ସେନେଇ ଅନୁଧ୍ୟାନ କରୁଛି ଟିମ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login