The Ultimate Managed Hosting Platform
ADVERTISEMENT

ଜେଲରେ ଅର୍ଚ୍ଚନାଙ୍କ ସାବିତ୍ରୀ ବ୍ରତ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ସାବିତ୍ରୀ ବ୍ରତ । ଆଉ ଝାରପଡା ଜେଲରେ ଅନ୍ତେବାସୀଙ୍କ ସହ ପୂଜା କଲେ ଅର୍ଚ୍ଚନା ନାଗ । ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ଏହି ବ୍ରତ କରୁଥିବାର ଦେଖିବାକୁ ମିଳିଛି । ବିଚାରଧୀନ କଏଦୀ ଭାବରେ ଥିବା ଅର୍ଚ୍ଚନା ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ କରିଛନ୍ତି । ଜେଲପକ୍ଷରୁ ଶାଢୀ , ଶଙ୍ଖା , ଚୁଡି ପୂଜା ସାମଗ୍ରୀ , ଫଳ ସବୁ ପ୍ରଦାନ କରାଯାଇଥିଲା । ଜେଲ ପରିସରରରେ ଥିବା ହନୁମାନ ମନ୍ଦିରରେ ସ୍ୱତନ୍ତ୍ର ସୁରକ୍ଷା ବଳୟ ଭିତରେ ଅନ୍ତେବାସୀଙ୍କ ସହ ଆସି ପୂଜା କରିଥିଲେ ଅର୍ଚ୍ଚନା । ପୂଜା ପରେ ସେମାନଙ୍କ ସ୍ୱାମୀ ମାନଙ୍କ ସହ ଭେଟ କରାଇବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login