The Ultimate Managed Hosting Platform
ADVERTISEMENT

ଜିଆ ଖାନ ଆତ୍ମହତ୍ୟା ମାମଲା ; ସୂରଜ ନିର୍ଦ୍ଦୋଷ

Facebook
Twitter
LinkedIn

ନୂଆଦିଲ୍ଲୀ : ଜିଆ ଖାନ ଆତ୍ମହତ୍ୟା ମାମଲା । ଅଭିନେତା ସୂରଜ ପାଞ୍ଚୋଲିଙ୍କୁ ବଡ ଆଶ୍ୱସ୍ତି । ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ସୂରଜ । ସିବିଆଇ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତାଙ୍କ ବିରୁଦ୍ଧରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ ଥିଲା । ୨୦୧୩ ଜୁନ ୩ରେ ଜିଆଙ୍କ ମୃତ୍ୟୁ ହୋଇଥିଲା । ମୁମ୍ବାଇ ଜୁହୁସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ଜିଆ ଖାନ ଉଦ୍ଧାର ହୋଇଥିଲେ । ମୃତ୍ୟୁ ପୂର୍ବରୁ ସେ ଏକ ୬ ପୃଷ୍ଠାର ଚିଠି ଲେଖିଥିଲେ । ଯାହାକୁ ଜବତ କରାଯାଇ ସୁରଜ ପାଞ୍ଚୋଲିଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ସିବିଆଇ ଜୁନ୍ ୧୦, ୨୦୧୩ ରେ ଏହାର ତଦନ୍ତ ଆରମ୍ଭ କରିଥିଲା । ମୁମ୍ବାଇ ପୋଲିସ ଦ୍ୱାରା ଜବତ ହୋଇଥିବା ଚିଠିଟି ଜିଆ ଖାନ ଲେଖିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login