The Ultimate Managed Hosting Platform
ADVERTISEMENT

ଜି-୨୦ ସମ୍ମିଳନୀରେ ଯୋଗଦେଲେ ମୋଦୀ

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ରିଓ ଡି ଜେନେରୋରେ ପହଁଚି ଜି-୨୦ ସମ୍ମିଳନୀରେ ଯୋଗ ଦେଇଛନ୍ତି । ବ୍ରାଜିଲ ରାଷ୍ଟ୍ରପତି ଲୁଲା ତାଙ୍କୁ ପାଛୋଟି ନେଇଛନ୍ତି । ଏଥିପାଇଁ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜି-୨୦ ସମ୍ମିଳନୀ ଅବସରରେ ଚୀନ ରଷ୍ଟ୍ରପତି ସି ଜିନପୁଙ୍ଗ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ କେଅର ଷ୍ଟାର୍ମରଙ୍କ ମଧ୍ୟରେ ଆଲୋଚନା ହୋଇଛି । ମୋଦୀ ମଧ୍ୟ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସଙ୍କ ସହ କଥା ହୋଇଛନ୍ତି । ରିଓ ଡି ଜେନେରୋରେ ମ୍ୟୁଜିୟମ ଅଫ ମର୍ଡନ ଆର୍ଟ ରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login