The Ultimate Managed Hosting Platform
ADVERTISEMENT

ଜଳୁଛି ପଶ୍ଚିମ ଓଡିଶା, ତାତି ଆଉ ୫ ଦିନ

Facebook
Twitter
LinkedIn

ଭୁବନେଶ୍ୱର : ଜଳୁଛି ପଶ୍ଚିମ ଓଡିଶା ।ଆଗାମୀ ୫ ଦି ଯାଏଁ ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ନାହିଁ । ୩ରୁ ୪ ଦିନ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ । କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବ । ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା । ଝାରସୁଗୁଡା , ସମ୍ବଲପୁର , ବରଗଡ , ସୋନପୁର , ସୁନ୍ଦରଗଡ , ବଲାଙ୍ଗୀର , ବୈାଦ୍ଧ , ମୟୂରଭଞ୍ଜ ଓ କେନ୍ଦୁଝର ପାଇଁ ୱାର୍ଣ୍ଣିଂ ।
ସକାଳ ସାଢେ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୨ ଡିଗ୍ରୀ ରେକର୍ଡ । ଆଦ୍ରତା ୭୯ ପ୍ରତିଶତ ରହୁଥିବାରୁ ଅସହ୍ୟ ଗୁଳୁଗୁଳି । ସମ୍ବଲପୁର ସବୁଠୁ ଉତ୍ତପ୍ତ । ସମ୍ବଲପୁରରେ ୩୬ ଡିଗ୍ରୀ ରେକର୍ଡ । ଝାରସୁଗୁଡା ତାପମାତ୍ରା ୩୫.୪ ଓ ହୀରାକୁଦ ୩୫.୨ ଡିଗ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login