ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । କଟ୍ରାରେ ଜନସଭାକୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ଆଜିର କାର୍ଯ୍ୟକ୍ରମ ଭାରତର ଏକତାର ପରିଚୟ । ବିକାଶର ନୂଆ ଯୁଗ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା । ବିକାଶର ନୂଆ ଯୁଗ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା । କାଶ୍ମୀରବାସୀଙ୍କ ଅନେକ ଦିନର ସ୍ୱପ୍ନ ପୂରଣ ହେଲା । ଚେନାବ ବ୍ରିଜ ଉଜ୍ୱଳ ଭାରତର ଉଦାହରଣ । ଜମ୍ମୁ କାଶ୍ମୀରର ଭାଗିଦାରୀ ଆଗକୁ ବଢିଚାଲିବ । ଜମ୍ମୁ କାଶ୍ମୀରର ବିକାଶ ଗତିର ମୋଡ ବଦଳିବ । ଆହ୍ୱାନକୁ ଆହ୍ୱାନ ଦେବାର ରାସ୍ତା ବାଛିଛି । ସମସ୍ତ ଭଲ କାମ ମୋ ଭାଗରେ ହିଁ ପଡୁଛି । ଏବେ ଜାମ୍ମୁ କାଶ୍ମୀରର ବିକାଶ ଅଟକିବ ନାହିଁ । ପୁଣି ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି । ପାକିସ୍ତାନ ମାନବବାଦ ବିରୋଧୀ କହି ବର୍ଷିଲେ । ଭାରତରେ ଦଙ୍ଗା କରିବାକୁ ଚେଷ୍ଟା କରିଥିଲେ । ମନ୍ଦିର-ମସଜିଦ ଉପରେ ପାକିସ୍ତାନ ଆକ୍ରମଣ କଲା । ପାକି ଆକ୍ରମଣରେ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିବ ।
Views: 12