ସୁନ୍ଦରଗଡ : ଜଙ୍ଗଲ ନିଆଁରେ ଜଳିଗଲା ବନ ବିଭାଗ ଜିପ । ଭବାନୀପୁର ଜଙ୍ଗଲ ଭିତରେ ଲାଗିଥିଲା ନିଆଁ । ନିଆଁ ଲିଭାଇବାକୁ ଯାଇଥିଲେ ବନ ବିଭାଗ କର୍ମଚାରୀ । ଗାଡି ରଖି ଜଙ୍ଗଲ ନିଆଁ ଲିଭାଉଥିଲେ କର୍ମଚାରୀ । ନିଆଁ ଲାଗିବାରୁ ଜିପ ପୋଡି ପାଉଁଶ ।
Views: 86
ସୁନ୍ଦରଗଡ : ଜଙ୍ଗଲ ନିଆଁରେ ଜଳିଗଲା ବନ ବିଭାଗ ଜିପ । ଭବାନୀପୁର ଜଙ୍ଗଲ ଭିତରେ ଲାଗିଥିଲା ନିଆଁ । ନିଆଁ ଲିଭାଇବାକୁ ଯାଇଥିଲେ ବନ ବିଭାଗ କର୍ମଚାରୀ । ଗାଡି ରଖି ଜଙ୍ଗଲ ନିଆଁ ଲିଭାଉଥିଲେ କର୍ମଚାରୀ । ନିଆଁ ଲାଗିବାରୁ ଜିପ ପୋଡି ପାଉଁଶ ।
ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନର ତାଣ୍ଡବ । ବାଦଲଫଟା ବର୍ଷାରେ ଭାସିଗଲା ଉତ୍ତରକାଶୀର ଧରାଲି ଗାଁ । କ୍ଷୀର ଗଙ୍ଗା ନଦୀର ଉପର...
ବ୍ୟୁରୋ : ଆମେ ସ୍ବାଦ ପାଇଁ ଲୁଣ ବ୍ୟବହାର କରିଥାଉ । ଲୁଣ ବିନା ଖାଦ୍ୟର ସ୍ବାଦ ମୂଲ୍ୟହୀନ । ଯେତେ ମସଲା ଦେଇ ରାନ୍ଧିଲେ ମଧ୍ୟ...
ଭୁବନେଶ୍ୱର : ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ନିଯୁକ୍ତ ହେଲେ ରାଜ୍ୟ ସରକାର । ନିଯୁକ୍ତି ନେଇ...