The Ultimate Managed Hosting Platform
ADVERTISEMENT

ଘାଟିରୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

Facebook
Twitter
LinkedIn

ଦିଗପହଣ୍ଡି : ଘାଟିରୁ ଖସିଲା ବସ । ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ପାଟପୁର ଥାନା ତପ୍ତପାଣି ଘାଟି ଏସ ବୁଲାଣିରେ ଖସିଲା । ବ୍ରେକ ଫେଲ ହେବାରୁ ଖସିଥିବା ସୂଚନା । ବାଲାନ୍ସ କଲେ ଡ୍ରାଇଭର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login