ଭୁବନେଶ୍ୱର ; ବିଜେପି ସାଂସଦ, ବିଧାୟକ ଓ ମନ୍ତ୍ରୀ ମାନଙ୍କ କ୍ଲାସ ନେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ପ୍ରାୟ ୧ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ଟିପ୍ସ ଓ ଟାସ୍କ ଦେଲେ ନଡ୍ଡା । ସରକାର, ସଂଗଠନ, ସୁସମ୍ପର୍କକୁ ନେଇ ୧୪ଟି ବିନ୍ଦୁ ଉପରେ ଗୁରୁତ୍ୱ । ବିଧାୟକ, ସାଂସଦ, ମନ୍ତ୍ରୀ ବୋଲି ଗର୍ବ ଓ ଅହଂକାର କରନି । ଗ୍ରୁପିଜିମ, ଚାଟୁକାରୀ ଛାଡି ପ୍ରଥମେ ନି ବ୍ୟକ୍ତିତ୍ୱ ତିଆରି କର । ଗ୍ରାଉଣ୍ଡ, ଅଙ୍ଗନବାଡି ଓ ମେଡିକାଲକୁ ଯାଇ ଅଧ ଘଣ୍ଟାଏ ବସ । ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ । ସଂଗଠନ କିପରି ବୃଦ୍ଧି ହେବ ସେ ଦିଗରେ ଦୃଷ୍ଟି ଦିଅ କହିଲେ ନଡ୍ଡା । ଆଜି ପୁରୀଠାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କରି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ବିଧାୟକ ଓ ସାଂସଦମାନଙ୍କୁ ଏଭଳି ଚଉଦଟି ଗୁରୁମନ୍ତ୍ର ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଉଦବୋଧନ ଦେଇ ଆହୁରି କହିଛନ୍ତି, ସଂଗଠନକୁ ସୁଦୃଢ କରିବା ଲାଗି କାମ କରନ୍ତୁ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି ପ୍ରଶିକ୍ଷଣ ଶିବିରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ବିଧାୟକ ଉଦଘାଟନ କରିଥିବା ବେଳେ ମଞ୍ଚରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଜୁଏଲ୍ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ। ଏଥିରେ ଓଡ଼ିଶା ବିଜେପିର ସମସ୍ତ ସାଂସଦ, ବିଧାୟକ ଓ ୩ ସହଯୋଗୀ ସ୍ବାଧୀନ ବିଧାୟକ ଯୋଗ ଦେଇଛନ୍ତି।
ସାଂସଦ, ବିଧାୟକ ମାନେ ଗର୍ବ ଓ ଅହଂକାର କରନି : ନଡ୍ଡା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







