ପୋଲସରା : ଘରେ ପଶି ଯୁବକଙ୍କୁ ଖତ୍ପାରେ ହାଣି ହତ୍ୟା । ପୁରୁଷୋତ୍ତମପୁର ଥାନା ପାଣ୍ଡିଆ ତନ୍ଦରାସାହିରେ ବୀଭତ୍ସ ହତ୍ୟା । ବିଳମ୍ବିତ ରାତିରେ ହତ୍ୟା ହୋଇଥିବା ସୂଚନା ରହିଛି । ମୃତକଙ୍କ ନା ମୁରଲୀ ବାଡତ୍ୟା । ଗଚ୍ଛରାତିରେ ମୁରଲୀ ଘରେ ଶୋଇଥିବା ବେଳେ ତାଙ୍କ ବାପା ବାରଣ୍ଡାରେ ଶୋଇଥିଲେ । ବିଳମ୍ବିତ ରାତି ବାପା ପାଣି ପିଇବାକୁ ଯିବା ବେଳ ପୁଅ ରକ୍ତ ଜୁଡୁବୁଡୁ ବସ୍ଥାରେ ପଡିଥିବାର ଦେଖିଲେ । ତାଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।
Views: 88











