The Ultimate Managed Hosting Platform
ADVERTISEMENT

ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର

Facebook
Twitter
LinkedIn

ଚମ୍ପୁଆ : ମଙ୍ଗଳପୁର ଗାଁରେ ଘରେ ନିଆଁ ଲଗାଇଦେଲା ଜ୍ୱାଇଁ । ବାହାର ପଟୁ କବାଟ ବନ୍ଦ କରି ନିଆଁ ଲଗାଇଦେଲା ଜ୍ୱାଇଁ । ଜ୍ୱାଇଁ ଫେରାର ହୋଇଥିବା ବେଳେ ପଡୋଶୀଙ୍କ ଦ୍ୱାରା ପରିବାର ଉଦ୍ଧାର । ଶାଶୁ, ଶ୍ୱଶୁର, ସ୍ତ୍ରୀ ଓ ଝିଅ ଗୋଟିଏ ଘରେ ଶୋଇଥିବାବେଳେ ସେମାନଙ୍କୁ ସେହି ଘରେ ବନ୍ଦ କରି ଅନ୍ୟ ଘରେ ନିଆଁ ଲାଗାଇଦେଇଥିଲେ ଜ୍ବାଇଁ ଅଙ୍କୁର ଷଡ଼ଙ୍ଗୀ । ପଡୋଶୀ ଲୋକଙ୍କ ସହାୟତାରେ ପରିବାର ଲୋକଙ୍କୁ ଉଦ୍ଧାର କରାଯିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ପାରିବାରିକ କଳହକୁ ନେଇ ଅଙ୍କୁର ଏପରି କରିଥିବା ଜଣାପଡ଼ିଛି । ଅଙ୍କୁର ମଙ୍ଗଳପୁର ବାସିନ୍ଦା ଶିବ ନାଏକଙ୍କ ଝିଅକୁ ବିବାହ କରିବା ପରେ ତାଙ୍କ ଘରେ ଘର ଜ୍ୱାଇଁ ହୋଇ ରହୁଥିଲେ । ତାଙ୍କର ଅଢେଇ ବର୍ଷର ନାତୁଣୀ ମଧ୍ୟ ଅଛି । ତେବେ ଏହି ଘଟଣା ଏବେ ଚମ୍ପୁଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login