ବଣାଇ : ବଣାଇ ଅଞ୍ଚଳରେ ଉତ୍ପାତ କରୁଛି ଗୋଠଛଡା ଦନ୍ତା । ବଡପୋଷ ଅଞ୍ଚଳରେ ଘର ଭାଙ୍ଗିବା ସହ ଫସଲ ନଷ୍ଟ କଲା ହାତୀ । ୨ ଦିନ ହେଲାଣି ଆତଙ୍କିତ ଲୋକେ, ହାତୀ ଘଉଡାଇବାକୁ ଉଦ୍ୟମ । ଦିନକୁ ଦିନ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇ ରହୁଛନ୍ତି । କେତେବେଳେ ହାତୀ ମଣିଷ ଲଢେଇରେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷର ।
Views: 38