ବ୍ରହ୍ମପୁର ; ୨ ଗୋଷ୍ଠୀ ମୁହାଁମୁହିଁରୁ ବୋମା ମାଡ । ଫଳରେ ଜଣେ ଆହତ ହୋଇଛନ୍ତି । ନିମଖଣ୍ଡି ଥାନା ଫୁଲଟା ଗାଁରେ ଗୋଷ୍ଠୀ ସଂଘର୍ଷ । ଶାନ୍ତି ରକ୍ଷା ପାଇଁ ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଏପରିକି ବୋମାମାଡ ମଧ୍ୟ ହୋଇଥିବା ସୂଚନା ମିଳିଛି । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଗାଁରେ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।
Views: 47