ଭୁବନେଶ୍ୱର : ଖୁବଶୀଘ୍ର ସାନ୍ତାଳି ଭାଷାରେ ନ୍ୟୁଜ ପଢାଯିବ । ୬ରୁ ୭ ଦିନରେ ଏହା କରାଯିବ କହିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସାନ୍ତାଳି ଭାଷାରେ ନ୍ୟୁଜ ପଢା ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ଥିଲା । ବାଙ୍ଗିରିପୋଷିରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସାନ୍ତାଳୀ ଭାଷାରେ ନ୍ୟୁଜ ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ଥିଲା। କଳିଙ୍ଗ ଟିଭି ଓଡ଼ିଶାର ପ୍ରଥମ ଏକମାତ୍ର ଓଡ଼ିଆ ନ୍ୟୁଜ ଚ୍ୟାନେଲ୍ ଯେଉଁ ଥିରେ ସାନ୍ତାଳୀ ଭାଷାରେ ଖବର ପ୍ରସାରିତ ହୋଇଆସୁଅଛି ।
Views: 46