ଭୁବନେଶ୍ୱର : ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି କୁମ୍ଭମେଳା । ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନକୁ ନା କରିଛି ବିଏମସି । କାହାର ଭାବନାକୁ ବରଦାସ୍ତ କରାଯିବନି । ଯାତ୍ରା ପେଣ୍ଡାଲ ଉପରେ ନଜର ରଖାଯିବ । ବିଏମସି ଓ ପୋଲିସର ମିଳିତ ଟିମ ନଜର ରଖିବ । ଏନେଇ ଯାତ୍ରା କମିଟି ଓ ମାଲିକଙ୍କ ସହ ଆଲୋଚନା କରିଛି ବିଏମସି । ୧୮ରୁ ୨୯ ଯାଏଁ ହେବ ଯାତ୍ରା ମହାସମର । ପେଣ୍ଡାଲ ସଜେଇଲେଣି ଯାତ୍ରା ପାର୍ଟି ମାଲ୍ିକ ।
Views: 84