April 28, 2024 6:29 am

The Ultimate Managed Hosting Platform
ADVERTISEMENT

ରୋହିତ ଓ ଜାଡେଜାଙ୍କ ଶତକ

Facebook
Twitter
LinkedIn

ନୂଆଦିଲ୍ଲୀ : ରାଜକୋଟରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତର ପ୍ରଭାବୀ ପ୍ରଦର୍ଶନ । ଅଧିନାୟକ ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ଶତକ ଏବଂ ସର୍ଫରାଜ ଖାନଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟ ବିନିମୟରେ ୩୨୬ ରନ୍ କରିବାକୁ ସକ୍ଷମ ହୋଇଛି । ଇଂଲଣ୍ଡ ପକ୍ଷରୁ ମାର୍କ ଉଡ ୩ଟି ୱିକେଟ ନେଇଥିବା ବେଳେ ଟମ୍ ହାର୍ଟଲେଙ୍କୁ ଗୋଟିଏ ୱିକେଟ ମିଳିଛି । ପଦାର୍ପଣ ମ୍ୟାଚରେ ଦମଦାର ଇନିଂସ ଖେଳୁଥିବା ସର୍ଫରାଜ ଖାନ୍ ୬୨ ରନ କରି ରନଆଉଟ ହୋଇ ପ୍ୟାଭିଲିୟନ ଫେରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଜେପିରେ ସାମିଲ ହେଲେ ଦେବଗଡ଼ ରାଜ ପରିବାର ସଦସ୍ୟ

ବାକି ପ୍ରାର୍ଥୀ ଘୋଷଣା କଲା ବିଜେପି , ସାଲେପୁରରୁ ଅରିନ୍ଦମ ଓ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦେ୍ଦବ

ଭୁବନେଶ୍ୱର : ଆଉ ୮ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ତେଲକୋଇ ସହିତ କେନ୍ଦ୍ରାପଡା, ଖୋର୍ଦ୍ଦା, ସାଲେପୁର ଆଦି ଆସନ ପାଇଁ...

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ସାପ କାମୁଡାରେ ଆଖି ବୁଜିଥିଲା ପୁଅ, ପୁଅର ମୃତଦେହ ଦେଖି ହୃଦଘାତରେ ମା’ର ଚାଲିଗଲା ଜୀବନ

ରାଜଗାଙ୍ଗପୁର: ସାପ କାମୁଡ଼ାରେ ନାବାଳକ ଆଖି ବୁଜିଲା। ପୁଅର ମୃତଦେହ ଦେଖି ହୃଦଘାତରେ ମା’ଙ୍କର ମୃତ୍ୟୁ ହେଲା। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଢେଙ୍ଗୁରପାଣି ଗ୍ରାମରେ ଏଭଳି...

ADVERTISEMENT

Login