The Ultimate Managed Hosting Platform
ADVERTISEMENT

କୋଇଲା ଟ୍ରେନରେ ନିଆଁ

Facebook
Twitter
LinkedIn

ସୋର ; କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ସୋର ଷ୍ଟେସନ ନିକଟରେ ୨ଟି ବଗିରେ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ , ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ଟ୍ରେନଟି ଧାମରାରୁ କୋଇଲା ବୋଝେଇ କରି ଟାଟା ଅଭିମୁଖେ ଯାଉଥିଲା । ମାର୍କୋଣା ଷ୍ଟେସନ ମାଷ୍ଟର ସୋର ଷ୍ଟେସନକୁ ଜଣାଇଥିଲେ । ସୋର ଷ୍ଟେସନ ନିକଟରେ ଟ୍ରେନଟି ଅଟକାଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ଷ୍ଟେସନରେ ପହଁଞ୍ଚି ନିଆଁ ଲିଭାଇବା ପରେ ଟ୍ରେନଟି ୧ଘଣ୍ଟାରୁ ଅଧିକ ସମୟ ପରେ ଗନ୍ତବ୍ୟସ୍ଥଳକୁ ଯାଇଥିଲା । ରେଳ ବିଭାଗ ଘଟଣାର ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login