The Ultimate Managed Hosting Platform
ADVERTISEMENT

କେଜ୍ରିୱାଲଙ୍କୁ ଜାମିନ

Facebook
Twitter
LinkedIn

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି । ଦିଲ୍ଲୀ ମଦ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜାମିନ । ଇଡିର ସମନ ମାମଲାରେ ରାଉଜ ଆଭେନ୍ୟୁ କୋର୍ଟରେ ଜାମିନ । ଅବକାରୀ ଦୁର୍ନୀତି ତଥା ମନି ଲଣ୍ଡ୍ରିଙ୍ଗ ମାମଲାର ଯାଂଚ କରୁଥିବା ଇଡି ପୂର୍ବରୁ ଅନେକ ଥର କେଜ୍ରିୱାଲଙ୍କୁ ନୋଟିସ କରିବା ପରେ ବି ହାଜର ହୋଇନଥିଲେ କେଜ୍ରିୱାଲ । ଏହାପରେ ଶୁକ୍ରବାର ତାଙ୍କୁ ସମନ ହୋଇଥିଲା,ଯାହାକୁ ଚ୍ୟାଲେଂଜ କରିବା ସହ ଜାମିନ ଆବେଦନ କରିଥିଲେ କେଜ୍ରିୱାଲ, ଯାହାକୁ କୋର୍ଟ ମଂଜୁରୀ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login