ନୂଆଦଲ୍ଲୀ: ବଢୁଛି ପିଏମ ସୂର୍ଯ୍ୟ ଘର । ମାଗଣା ବିଜୁଳି ଯୋଜନାର ଲୋକପ୍ରିୟତା । ଏକ ମାସ ପରେ ପଞ୍ଜୀକରଣ କଲେଣି କୋଟିଏରୁ ଉଦ୍ଧ୍ୱର୍ ପରିବାର । ଏ ନେଇ ଏଳ୍ସରେ ପୋଷ୍ଟ କରି ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି । ଓଡିଶା, ତାମିଲନାଡୁ ଓ ଉତ୍ତରପ୍ରଦେଶରୁ ୫ ଲକ୍ଷରୁ ଅଧିକ ଆବେଦନ । ଆସାମ, ବିହାର , ଗୁଜୁରାଟ ଓ ମହାରାଷ୍ଟ୍ରରୁ ମଧ୍ୟ ପଞ୍ଜୀକରଣ କରିଛନ୍ତି । ଖୁବଶୀଘ୍ର ସମସ୍ତଙ୍କୁ ପଞ୍ଜୀକରଣ କରିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ।
Views: 88











