The Ultimate Managed Hosting Platform
ADVERTISEMENT

କୁଖ୍ୟାତ ଠକ ଗିରଫ ; ବଡ ବଡ ପୋଷ୍ଟରେ ନିଯୁକ୍ତି ଦେବାକୁ କହି ଠକୁଥିଲା, PSO ଓ PAଙ୍କୁ ସାଙ୍ଗରେ ନେଉଥିଲା

Facebook
Twitter
LinkedIn

ଭୁବନେଶ୍ୱର : କୁଖ୍ୟାତ ଠକକୁ ଗିରଫ କଲା କମିଶନରେଟ ପୁଲିସ । ଗିରଫ ଅଭିଯୁକ୍ତ ହେଲା ରିଙ୍କୁ । ରିଙ୍କୁର ଘର ହରିୟାଣାରେ ହୋଇ ଥିବା ସୂଚନା । ରିଙ୍କୁର ସହଯୋଗୀ ମନିନ୍ଦିର ମଧ୍ୟ ଗିରଫ ହୋଇଛି । ଏକ ସଂସ୍ଥାର ଚେୟାରମ୍ୟାନ କହି ଠକେଇ କରୁଥିଲା ରିଙ୍କୁ । ସାଙ୍ଗରେ ପିଏସଓ ଓ ପିଏ ଧରି ପ୍ରୋଟୋକଲରେ ବିଭିନ୍ନ ସ୍ଥାନକୁ ଯାଉଥିଲେ । କେନ୍ଦ୍ର ସରକାରଙ୍କ ବଡ ବଡ ପୋଷ୍ଟରେ ନିଯୁକ୍ତି ଦେବାକୁ କହି ଠକୁଥିଲା । ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସହ ଯୋଗାଯୋଗ ପରେ ଜଣାପଡିଲା କହିଲେ ସିପି । ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରୁ ଗିରଫ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login