ଭୁବନେଶ୍ୱର : କୋଭିଡ ସ୍ଥିତି ନେଇ କାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ବୈଠକ । ବୈଠକ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ବିଜୟ ମହାପାତ୍ର । ଆକ୍ଟିଭ କେସ ମଧ୍ୟରୁ କେବଳ ଜଣେ ହସ୍ପିଟାଲରେ ଚିକିତ୍ସାଧୀନ । ସର୍ଭେଲାନ୍ସ ଚାଲିଛି , ସେଥିପାଇଁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହା ଠାରେ ଲକ୍ଷଣ ରହିଛି ଟେଷ୍ଟ କରି ଆଇସୋଲେସନରେ ରୁହନ୍ତୁ ।
ଗଞ୍ଜାମକୁ କରିବା ୧ନଂ ଜିଲ୍ଲା : ମୁଖ୍ୟମନ୍ତ୍ରୀ
Views: 85