ଗଞ୍ଜାମ : ଦିନିକିଆ ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କବିସୂର୍ଯ୍ୟନଗର ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଗଞ୍ଜାମ ହେଉଛି କଳା ସଂସ୍କୃତିର ମାଟି । ୩୧୬ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଲେ । ୧୧ ହଜାର ଲୋକଙ୍କୁ ଗ୍ରାମକଣ୍ଠ ଘରଡିହ ପଟ୍ଟା ବଣ୍ଟନ । ମୁଁ ଚାହେଁ ମା ମାନେ ଉଦ୍ୟୋଗୀ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସବୁ ସହଯୋଗ ରାଜ୍ୟ ସରକାର ଯୋଗାଇ ଦେବେ । ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଆଜି ମା ମାନଙ୍କୁ ୨୮୦ କୋଟିରୁ ଅଧିକ ଟଙ୍କାର ରୁଣ ଦିଆଗଲା । ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ଯାଏଁ ରୁଣ ଦିଆଯାଉଛି । ୬୩ ହାଇସ୍କୁଲରେ ୪୭ ସ୍କୁଲର ରୂପାନ୍ତରଣ କାମ ସରିଛିା ଡିସେମ୍ବର ସୁଦ୍ଧା ଜିଲ୍ଲାର ସବୁ ସ୍କୁଲର କାମ ସରିବ । ମୁଁ ସବୁବେଳେ ଆପଣଙ୍କ ପାଇଁ କାମ କରୁଛି ଆଉ କରିବି । ଗଞ୍ଜାମକୁ ଦେଶର ୧ନଂ ଜିଲ୍ଲା ପାଇଁ କାମ କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଅନ୍ୟପଟେ ହିଞ୍ଜିଳି ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ୫୯୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କାମ ଆରମ୍ଭ ହେଲା । ହିଞ୍ଜିଳିରେ ୪ ହଜାର ୫୦୦ରୁ ଅଧିକ ଲୋକ ପଟ୍ଟା ପାଇଲେ । ମିଶ୍ନ ଶକ୍ତିର ମା ମାନେ ଭଲ କାମ କରୁଛନ୍ତି । ମା ମାନଙ୍କୁ ବିନା ସୁଧରେ ରୁଣ ଯୋଗାଇ ଦିଆଯାଉଛି । ୧୫୬ କୋଟିରୁ ଅଧିକ ଟଙ୍କାର ରୁଣ ଦିଆଗଲା । ମା ମାନଙ୍କ ଉନ୍ନତି ହେଲେ ସମାଜର ଉନ୍ନତି ହେବ । ବିଏସକେୱାଇରେ ୫୦ ହଜାରରୁ ଅଧିକ ଲୋକ ଉପକୃତ ହେଲେଣି । ୧୯୦ କୋଟିରୁ ଅଧିକ ଟଙ୍କା ସରକାର ଖର୍ଚ୍ଚ କଲେଣି । ଆପଣଙ୍କ ସହଯୋଗ ଜାରି ରହିଲେ ଗଞ୍ଜାମ ୧ ନଂ ଜିଲ୍ଲା ହୋଇପାରିବେ ।
ଗଞ୍ଜାମକୁ କରିବା ୧ନଂ ଜିଲ୍ଲା : ମୁଖ୍ୟମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











