The Ultimate Managed Hosting Platform
ADVERTISEMENT

କାରରୁ ହଟିବ କଳାକାଚ; କଳା ରଙ୍ଗର ଜରି ଛଡାଇବା ସହ ଗାଡି ମାଲିକଙ୍କୁ ଜରିମାନା

Facebook
Twitter
LinkedIn

ଭୁବନେଶ୍ୱର : ସାବଧାନ ..କାରରେ କଳା କାଚ ଲଗେଇ ଯାଉଛନ୍ତି କି । ଗଣିବେ ମୋଟା ଅଙ୍କର ଫାଇନ । ରାଜଧାନୀ ରାସ୍ତାରେ ଅଟକାଇପାରେ କମିସନରେଟ୍ ପୁଲିସ ଓ ଏମ୍ଭିଆଇ । କାରଣ ଏବେ ଗାଡିରୁ କଳାକାଚ ଓ ଆରଟିଓଙ୍କ ବିନା ଅନୁମତିରେ ଗାଡି ଲଗାଇଥିବା ସାମଗ୍ରୀ କଢାଯାଉଛି । ଗାଡି ମାଲିକଙ୍କୁ ଠାରୁ ଜୋରିମାନା ଆଦାୟ କରାଯାଉଛି । ନାଲକୋ ଛକରେ ଆଜି ପ୍ରାୟ ୫୦ରୁ ଅଧିକ ଗାଡି କାଚରେ ଲଗାଯାଇଥିବା କଳା ରଙ୍ଗର ଜରିକୁ ଛଡେଇ ଦିଆଯାଇଛି । ପୁଲିସ କମିଶନରଙ୍କ ନିର୍ଦେଶକ୍ରମେ ଟ୍ରାଫିକ୍ ପୁଲିସ ଓ ଆରଟିଓଙ୍କ ମିଳିତ ଉଦ୍ୟମରେ ଚଢାଉ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login