The Ultimate Managed Hosting Platform
ADVERTISEMENT

କାରକୁ ୧୦୦ ମିଟର ଘୋଷାଡି ନେଲା ହାଇୱା

Facebook
Twitter
LinkedIn

କଟକ : କାର୍ କୁ ୧୦୦ ମିଟର ଘୋଷାଡ଼ି ନେଲା ହାଇୱା । କଟକ ଗୋପାଳପୁର ଛକରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ହାଇୱା ଡ୍ରାଇଭରକୁ ଅଟକ ରଖିଛି ପୋଲିସ। ଘଟଣା ସ୍ଥଳ ରେ ପୋଲିସ ପହଁଚି ଗାଡିକୁ ରାସ୍ତା ଉପରେ ହଟେଇଛି । ଏକ ହାଇଓ ଚିପ୍ସ ବୋଝେଇ କରି ନଖରା ଆଡ଼କୁ ଯିବା ସମୟରେ ଜାତୀୟ ରାଜପଥରେ ଏକ ଚାରି ଚକିଆ ଯାନ ହଠାତ ପଶି ଆସିଥିଲା । ଫଳରେ ୧୦୦ ମିଟର ପର୍ୟ୍ୟନ୍ତ କାରଟି ଘୋଷାଡ଼ି ହୋଇଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login