ନୂଆଦିଲ୍ଲୀ : ଖାତାକୁ ଆସିଲା ପିଏମ କିଷାନ ଟଙ୍କା । ପିଏମ କିଷାନ ଟଙ୍କା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି । ୨୧ ତମ କିସ୍ତିରେ ୧୮ ହଜାର କୋଟି ଟଙ୍କା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ । ୯ କୋଟିରୁ ଉଦ୍ଧ୍ୱର୍ ଚାଷୀ ଭାଇଭଉଣୀଙ୍କ ଖାତାକୁ ଗଲା ଟଙ୍କା । କୋଏମ୍ବାଟୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ।
Views: 60











