The Ultimate Managed Hosting Platform
ADVERTISEMENT

  କାଜୁ ଜଙ୍ଗଲରୁ ଗଞ୍ଜେଇ ଜବତ

Facebook
Twitter
LinkedIn

ଲମତାପୁଟ : ପୁଣି ଜବତ ହେଲା ଗଞ୍ଜେଇ । ୩୮ ଲକ୍ଷର ଗଞ୍ଜେଇ ଜବତ ।  ମାଫିଆ ଫେରାର ହୋଇଯାଇଛି ।  ମାଛକୁଣ୍ଡ ଥାନା ପାଲଦାପୁଟ କାଜୁ ଜଙ୍ଗଲରୁ ଗଞ୍ଜେଇ ଜବତ ।  ୩୮୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଚଢାଉ ଖବର ପାଇ ମାଫିଆ ଚମ୍ପଟ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୮  ଲକ୍ଷ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login