ସୋର : ବିଦ୍ୟୁତ ବିଭାଗର ଅବହେଳା ପାଇଁ ଚାଲିଗଲା ଗୋରୁଙ୍କ ଜୀବନ । ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ୭ ଗୋରୁ ମୃତ । ଖଇରା ଥାନା ବରର୍ତ୍ତନା ଗାଁ ବିଲରେ ପଡିଛି ଗୋରୁଙ୍କ ମୃତଦେହ । ବିଲ ମଝିରେ ତାର ଝୁଲି ରହିବାକୁ ନେଇ ଗ୍ରୀମବାସୀଙ୍କ ଅସନ୍ତୋଷ । ବିଦ୍ୟୁତ ତାର ବିଲ ମଝିରେ ରହିଥିବାରୁ ଏହା ଏବେ ବିପଦ ସାଜିଛି ।
Views: 84











