The Ultimate Managed Hosting Platform
ADVERTISEMENT

କର୍ଣ୍ଣାଟକରେ ଚାଲିବ ନାହିଁ ରାପିଡୋ-ଓଲା

Facebook
Twitter
LinkedIn

ବାଙ୍ଗାଲୋର : କର୍ଣ୍ଣାଟକ ହାଇକୋର୍ଟ ରାପିଡୋ, ଓଲା ଏବଂ ଟ୍ୟାକ୍ସି ଭଳି ଯାନବାହାନ ସେବା ଉପରେ ରୋକ ଲଗାଇଛନ୍ତି । ୬ମାସ ମଧ୍ୟରେ ଏହାର ସମସ୍ତ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଏହି କମ୍ପାନୀରେ କାମ କରୁଥିବା ଲୋକଙ୍କୁ ବଡ ଝଟକା ଦେଇଛି। ନିକଟରେ ହାଇଦ୍ରାବାଦର କ୍ୟାବ୍ ଡ୍ରାଇଭରମାନେ ଓଲା, ଉବର ଏବଂ ରାପିଡୋ ଅଧୀନରେ କମ୍ ରୋଜଗାର ଏବଂ ପେଟ୍ରୋଲ ଦରରେ ବୃଦ୍ଧି ଉପରେ ପ୍ରତିବାଦ କରି ନୋ ଏସି ଅଭିଯାନ ଆରମ୍ଭ କରିଥିଲେ। ଖରାର ମାତ୍ରା ବଢୁଥିବା ବେଳେ ଯାତ୍ରୀଙ୍କଠାରୁ ଅଧିକ ଭଡା ପାଇଁ ଡ୍ରାଇଭର ୟୁନିଅନ ଦାବି କରିଥିଲେ । ସରକାରଙ୍କୁ ତାଙ୍କର ଏହି ସବୁ ଦାବି ପୂରଣ ପାଇଁ ଅନୁରୋଧ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login