କରଞ୍ଜିଆ : କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ । ପୃଥକ ପୃଥକ ସ୍ଥାନରେ ବୁଲୁଛନ୍ତି ୭୪ ହାତୀ । ଡାଟୋ ଜଙ୍ଗଲ ନିକଟରେ ୨୬ ଟିକିଆ ହାତୀପଲ ବୁଲୁଛନ୍ତି । ସ୍ଥାନୀୟ ଅଞ୍ଚଳବାସୀ ହାତୀ ବୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଫସଲ ନଷ୍ଟ କରିବା ସହ ପାଚିଲା ଧାନ ଦଳି ଚକଟି ଦେଉଛନ୍ତି ହାତୀ ପଲ । ହାତୀ ଆକ୍ରମଣରେ ଭୟରେ ରାତି ଅନିଦ୍ରା ହୋଇ ଘର ସାମ୍ନାରେ ନିଆଁ ଜାଳି ଜଗି ରହୁଛନ୍ତି ଲୋକେ ।
Views: 37