ଭୁବନେଶ୍ୱର : ୩ଟି ଦିଗକୁ ଫୋକସ କରି କମିଶନରେଟ ପୁଲିସର ସ୍ୱତନ୍ତ୍ର ଅଭିଯାନ । ସୂଚନା ଦେଲେ ପୋଲିସ କିମଶନର ସୁରେଶ ଦେବଦତ୍ତ ସିଂ । ଫୋକସରେ ସଡକ ସୁରକ୍ଷା, ନିଶା କାରବାର,ଷ୍ଟ୍ରିଟ କ୍ରାଇମ । କାଲି ମୈତ୍ରୀବିହାରରୁ ୪୬ କେଜି ଗଂଜେଇ ଜବତ ହୋଇଛି । ଗଂଜେଇ ଜବତ ସହ ୫ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ବାଲିଅନ୍ତା ଅଞ୍ଚଳରେ ରେଡ କରାଯାଇ ୨୬୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହି ମାମଲାରେ ଚାରିଜଣ ଗିରଫ ହୋଇଛନ୍ତି।ଶିକ୍ଷାନୁଷ୍ଠାନ ବାହାରେ ନିଶା ଦ୍ରବ୍ୟ ବିକ୍ରି କରୁଛନ୍ତି ଅନେକ ଲୋକ। ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି।
Views: 31